ଅଭିନୟରେ ଜେସିକା ଚେଷ୍ଟେନ ,ସ୍ମିଥ ଶ୍ରେଷ୍ଠ

ଆମେରିକା ଲସ ଏଂଜେନ୍ସି ସହରରେ 94 ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି l ଏଥିରେ ‘ଦି ଆଇଜ ଅଫ ଟମି ଫାଏ ‘ଫିଲ୍ମ ପାଇ ଜେସିକା ଚେଷ୍ଟନ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଓସ୍କାର ହାସଲ କରିଥିବା ବେଳେ’ କିଙ୍ଗରିଚାର୍ଟ’ ପାଇଁ ୱାଲସ୍ମିଥ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି l ଶ୍ରେଷ୍ଠ ଚଳଚିତ୍ର ପାଇଁ’ କୋଡା ‘ଓସ୍କାର ହାତେଇଛି l ଭାରତୀୟ ଫିଲ୍ମ ରାଇଟି ବଡ ଆୱାର୍ଡ ହାସଲ କରିପାରିନାହିଁ l ଏହି ବର୍ଗରେ’ ସମର ଅଫ ସୋଲ ‘ଓସ୍କାର ପାଇଛି l ଶ୍ରେଷ୍ଠ ନିର୍ଦେଶକ ଭାବରେ ‘ଦ ପାୱାର ଅଫ ଦ ଡଗ ‘ ପାଇଁ ଜେନ କାମ୍ପିୟନ ଙ୍କୁ ଓସ୍କାର ପ୍ରଦାନ କରାଯାଇଛି l ସରକାରୀ ଅଭିନେତା ଭାବେ ୱେଷ୍ଟ ସାଇଡ ଷ୍ଟୋରୀରେ ଏରିଆନଡିବାସ ଓସ୍କାର ପାଇଛନ୍ତି l ଓସ୍କାର ଜିତିବାର ଏରିଆନ ପ୍ରଥମ ଅଶ୍ୱେତା ଏଲଇଜିବିଟିକ୍ୟୁ + ଅଭିନେତ୍ରୀ ହୋଇପାରିଛନ୍ତି l ପୁରସ୍କାର ଗ୍ରହଣ କରିବାରେ ସେ ଦ୍ୱିତୀୟ ଆଫଓ ଲାଟିନ ଅଭିନେତ୍ରୀ l ଫିଲ୍ମ ଏଡିଟିଂ ,ସିନେମାଟୋଗ୍ରାଫି ,ପ୍ରଡକ୍ସନ ,ଡିଜାଇନ ,ଭିଜୁଆଲ ବର୍ଗରେ ଡିଓନ ଶ୍ରେଷ୍ଠ ଚଳଚିତ୍ର ହୋଇଛି l

 

 

 

 

ଲତା ,ଦିଲ୍ଲୀପ କୁମାର ଙ୍କୁ ଅଣଦେଖା
ଓସ୍କାର ସମାରୋହରେ ଭାରତ ର ସ୍ୱର ସାମ୍ରାଜ୍ଞ ଲତା ମଙ୍ଗେସର ଏବଂ ଏବଂ ଅଭିନେତା ଦିଲ୍ଲୀପ କୁମାର ଙ୍କୁ ଶ୍ରଦ୍ଧାଞ୍ଜଳି ନ କରାଯିବ କଥା ସାମ୍ନା କୁ ଆସିଛି l ବଲିଓଡ଼ ଇଣ୍ଡଷ୍ଟ୍ରିଆଲ ରେ ଏହି ଦୁଇ ଜଣଙ୍କ ଭୂମିକା ଅତୁଳନୀୟ ଅବଦାନ ସତ୍ତ୍ୱ ଓସ୍କାର ରେ ସେମାନଙ୍କୁ ଅଣଦେଖା କରାଯିବ ବହୁ କଳାକାର ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି l

Leave a Reply

Your email address will not be published. Required fields are marked *