ଆଉ 6 ମାସ ପଯ୍ୟନ୍ତ ମିଳିବ ମାଗଣା ଚାଉଳ

ଫୋକସ ପ୍ଲସ(ବ୍ୟୁରୋ ) 1.04.22 ଆଉ 6 ମାସ ପଯ୍ୟନ୍ତ ମାଗଣା ଚାଉଳ ମିଳିବ କରୋନା ସମୟରେ ମିଳି ଆସୁଥିବା ମାଗଣା ଚାଉଳ ର ଅବଧି ଆଉ 6 ମାସ ଅବଧି କୁ ବଢାଯାଇଛି l ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ପ୍ରତେକ ପରିବାର ହିତାଧିକାରୀଙ୍କୁ 5କେଜି ଲେଖାଏଁ ମାଗଣାରେ ଚାଉଳ ମିଳିବ l ଏପ୍ରିଲ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ l ଏଥିରେ 8ଲକ୍ଷ 9 ହଜାର ହିତାଧିକାରୀ ଙ୍କୁ ମିଳିବ ମାଗଣା ରାସନ l

Leave a Reply

Your email address will not be published. Required fields are marked *