ଆଜିର ଅନୁଚିନ୍ତା

. ♨️🙏🏻ଆଜିର ଅନୁଚିନ୍ତା 🙏🏻♨️

 *🏪ତାରିଖ :୦୬.୦୮.୨୦୨୪      ମଙ୍ଗଳବାର*

⚜⚜⚜⚜⚜⚜⚜⚜⚜⚜⚜

•ଶାଶୁ ବୋହୂଙ୍କର ମେଣ୍ଟୁନି ଝଗଡା
ଅଦାଲତ ହୁଏ ଲୋଡା,
ବିଚରା ସ୍ବାମୀଟି ବସି ଚିନ୍ତାକରେ
ସତରେ ଭାଗ୍ୟଟା ପୋଡା ।

•ଟଙ୍କାର ମହତ୍ତ୍ବ ଆଜି ଏତେ ବଢ଼ିଯାଇଛି ଯେ ପାଖରେ ଥିଲେ ପର ବି ଆପଣାର କରିନେଉଛନ୍ତି, ଆଉ ପାଖରେ ନ ଥିଲେ ଆପଣାର ବି ପର କରିଦେଉଛନ୍ତି ।

📝କେହି କେବେ ନିଜ ଇଛାରେ ବଦଳି ନଥାଏ, ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।

•ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ, ତାକୁ କେହି Change କରି ପାରିବେ ନାହିଁ, Scienceର ଯେତେ Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ ,ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ ।

              
ଦିନଟି  ଆପଣଙ୍କର ମଙ୍ଗଳମୟ ହେଉ

▪️▪️▪️▪️▪️▪️▪️▪️▪️▪️▪️

Leave a Reply

Your email address will not be published. Required fields are marked *