ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପୁରୀ ଗସ୍ତ !

ପୁରୀ18/11/2023;ଆଜି ସଖାଳୁ ଶ୍ରୀ ମନ୍ଦିର ଗର୍ଭ ଗୃହରେ ଶ୍ରୀ ଜୀଉ ଙ୍କୁ ଦର୍ଶନ ସାରି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ କିଛି ସମୟ ଚା ପିଇବା ପାଇଁ ବସି ଥିଲେ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଏବଂ ବ୍ରହ୍ମଗିରି ବିଧାୟକ ଶ୍ରୀ ଶ୍ରଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଭାରତୀୟ ଜନତା ପାଟିର ମୁଖ୍ୟ ପ୍ରବକ୍ତା ଶ୍ରୀ ଯୁକ୍ତ ସମ୍ବିଦ ପାତ୍ର ଏବଂ ଦଳୀୟ କର୍ମୀ.ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଜି ଦିନିକିଆ ପୁରୀ ଗସ୍ତ ସମୟ ରେ ପ୍ରଥମେ ଜଗନ୍ନାଥ ଦର୍ଶନ, ପରେ ପରେ ସଦାଶିବ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ନବକଳେବର ର ଶିଳାନ୍ୟାସ ରେ ଯୋଗ ଦେବେ, ଟା ପରେ ଅପରାହ୍ନ ୨ ଟା ସମୟ ରେ ପିପିଲି ରେ ଦୂର୍ଗାଦସ ପୁର ପୋଷ୍ଟ ଅଫିସ ର ଉଦ୍ଘାଟନ ସହ ସନ୍ଧ୍ୟା ରେ ଢେଙ୍କାନାଳ ର ସପ୍ତ ଶଯ୍ୟା ମହୋତ୍ସବ ରେ ଯୋଗଦାନ ର କାର୍ଯକ୍ରମ ରହିଛି।

Leave a Reply

Your email address will not be published. Required fields are marked *