ଆଦିବାସୀ ଅଞ୍ଚଳକୁ ଦିନରେ ଜହ୍ନ ଦେଖାଇଲେ ଠିକାଦାର ଓ ସରକାର

ଫୋକସ ପ୍ଲସ ୧୨/୬/୨୨(ସୋରଡ଼ା): ସୋରଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ ଗୋଠ ଗ୍ରାମ ପଞ୍ଚାୟତ ର ଗାଜରକୁମ୍ପା ଉପର ସାହି ରାସ୍ତା ମରାମତି ପାଇଁ ଆସିଥିବା ମନୋରେଗା କାମରେ ଘୋଟାଲା ରାସ୍ତା ଦୁଇ ପାର୍ଶ୍ଵ ରେ ଥିବା ମାଟି କାଟି ସେହି ପୁରୁଣା ରାସ୍ତା କୁ ନୂତନ ରୂପାନ୍ତର କରି ଲଗାଇ ଦିଆ ଗଲା ନୂତନ ଯୋଜନା ଫଳକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଦିନରେ ଜହ୍ନ ଦେଖେଇ ଲୁଟିବା ରେ ମାତିଛନ୍ତି ଉଭୟ ଠିକାଦାର ଓ ସରକାରୀ ବାବୁ ମାନେ |

 

ସୋରଡ଼ା କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *