ଆପଣ ଜାଣିଛନ୍ତି କି ଆମ ଶରୀର କଣ ପାଇଁ କୁଣ୍ଢେଇ ହୁଏ?

ସ୍ୱାସ୍ଥ୍ୟ30/11/2023; ଆମେ ସାଧାରଣତଃ ଭାବିଥାଉ, ଚର୍ମ ଉପରେ ଝାଳ ଶୁଖିଯାଇଥିଲେ କି ଅନ୍ୟ କିଛି ବାହ୍ୟ ଦ୍ରବ୍ୟ ସଂପର୍ଶରେ ଆସିଲେ ତାହା କୁଣ୍ଡାଇ ହୋଇଥାଏ ବୋଲି । ମାତ୍ର ବେଳେ ବେଳେ ଆମେ ବସିଥିବା ବେଳେ ହଠାତ୍‌ ଶରୀରର କେଉଁଠି ନା କେଉଁଠି କୁଣ୍ଡାଇବା ଆରମ୍ଭ ହୋଇଯାଇଥାଏ। ତେବେ ଏହା ପଛର ପ୍ରକୃତ ,ଆମ ଶରୀରରେ ଥିବା ‘ଷ୍ଟାଫିଲୋକୋକସ ଔରସ’ ନାମକ ଅଣୁଜୀବ ଦେହରେ ରହିଥିବା ଏକ ପ୍ରକାର ଜୀବକୋଷର ଆମ ସ୍ନାୟୁ କଣିକା ସହ ସଂସର୍ଗ ଘଟିଲେ ଚର୍ମ କୁଣ୍ଡାଇବା ଆରମ୍ଭ ହୋଇଥାଏ ବୋଲି ବିଶେଷଜ୍ଞ ମାନଙ୍କ ପାଖରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *