ଆରମ୍ଭ ହୋଇଯାଇଛି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୋକସ ପ୍ଲସ(ସତ୍ୟବାଦୀ)୧/୦୮/ ୨୦୨୨:ଆଜି ସ୍ଵଛଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ୍ ୩୩ନମ୍ବର ଜୋନ ଏବଂ ପୁରୀ ର ସମସ୍ତ ସଦସ୍ୟ ଓ ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ୫ ହଜାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯlଇଛି ପ୍ରାୟ ୨୫୦୦ରୁ ଅଧିକ ଗଛ ଲଗା ଯାଇଛି ବିଭିନ ପ୍ରକାର ର ଔଷଧୀୟ ବୃକ୍ଷ ଯଥା ଲିମ୍ବ, ବେଲ,ହରିଡ଼ା, ବାହାଡା, ଅଣଲା ଆସୋକା ଆଦି ବୃକ୍ଷ ରୋପଣ କରାଯାଛି l ଏଥିରେ ମୁଖ୍ୟ ଅତଥିଭାବେ ଯୋଗ ଦେଇ ଥିଲେ ମାନ୍ୟବର ବିଧାୟକଉମା କାନ୍ତ ସାମନ୍ତ ରାୟ ଏବଂ ସତ୍ୟବାଦୀ, ଅଧକ୍ଷ ସୁନିଲ କୁମାର ପଣ୍ଡା ସତ୍ୟବାଦୀ ପଂଚାୟତ ସମିତି,୮ଗୋଟି ପଂଚାୟତ ର ବିଜୁ ଜନତା ଦଳ ପ୍ରମୁଖ କର୍ମ କର୍ତା ଯୋଗ ଦେଇ ସ୍ଵଛ ର ସମସ୍ତ ସଦସ୍ୟ ଙ୍କୁ ଉତ୍ସାହିତ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ |

 

ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ ଫୋକାସ ପ୍ଲସ୍ |

Leave a Reply

Your email address will not be published. Required fields are marked *