ଆଳି ବ୍ଲକରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଫୋକସ ପ୍ଲସ:06/04(କେନ୍ଦ୍ରାପଡା )

ଆଳି ବ୍ଲକ ପେତପଡା ପଞ୍ଚାୟତ ରେ ଭୂମିକା ଚକ୍ଷୁ ଚିକିତ୍ସାଳୟ(ଜାରକା )ସହାୟତାରେ ମାଗଣା ଚକ୍ଷୁ ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା. ଏହି ଶିବିରକୁ ପେତପଡା ସରପଞ୍ଚ ଶ୍ରୀମତୀ ଅନୁପମା ପ୍ରିୟଦର୍ଶିନୀ ଓ ସମିତି ସଭ୍ୟା ଶ୍ରୀମତୀ ସୁଗ୍ୟାନି ଖିଲାର ଉଦଘାଟନ କରିଥିଲେ. ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *