ଆସନ୍ତା କାଲିଠୁ ଜାତୀୟ ଖଣିମନ୍ତ୍ରୀ ବୈଠକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା।

କୋଣାର୍କରେ ହେବ ତୃତୀୟ ଜାତୀୟ ଖଣି ମନ୍ତ୍ରୀଙ୍କ ସମ୍ମିଳନୀ
ଜାନୁଆରୀ 20-21 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ ସମ୍ମିଳନୀ
ଖଣି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
`ବିକଶିତ ଭାରତ-2047′ ପରିକଳ୍ପନା ଅନୁଯାୟୀ ଆୟୋଜିତ ହେବ ସମ୍ମିଳନୀ
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସମ୍ମିଳନୀ
ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଏଥିରେ ଯୋଗ ଦେବେ 16ରୁ ଅଧିକ ରାଜ୍ୟର ଖଣି ମନ୍ତ୍ରୀ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ
ଏଥିସହ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେବେ

Leave a Reply

Your email address will not be published. Required fields are marked *