ଉଦଯାପନ ଦିବସ ରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ହିମାଂଶୁ ମହାନ୍ତି।

କଟକ05/12/2023; ଭଗତପୁର କାର୍ତ୍ତିକେୟ ମହୋତ୍ସବ ର ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଯୁବ ସଂଗଠକ ତଥା ନେତା ହିମାଂଶୁ ମହାନ୍ତି।ପବିତ୍ର ପ୍ରଥମାଷ୍ଟମୀ ଅବସରରେ କହ୍ନେଇପୁର ପଞ୍ଚାୟତ ର ଭଗତପୁର ଠାରେ କାର୍ତ୍ତିକେୟ ଶାନ୍ତିକମିଟି ଆନୁକୂଲ୍ୟରେ ବାର୍ଷିକ କାର୍ତ୍ତିକେୟ ମହୋତ୍ସବ ଉଦଯାପନି ସନ୍ଧ୍ୟାର ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି, ମହୋତ୍ସବ ଉପରେ ଅଭିଭାଷଣ ରଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରା ପଡିଆ ବୁଲିଥିଲେ। ଯାତ୍ରା ପଡିଆ ରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ସମାବେଶ ଥିବା ବେଳେ ଏହାକୁ ଦ୍ୱିତୀୟ ବାଲିଯାତ୍ରା ର ଆକ୍ଷା ଦେଇଥିଲେ। ଦଳୀୟ କର୍ମକର୍ତ୍ତା ଦେବାଶିଷ ମଲ୍ଲିକ, ଦୀପକ ପଣ୍ଡା, ହରି ସାହୁ, ଅଚ୍ୟୁତାନନ୍ଦ ସାହୁ, ନକୁଳ ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ପ୍ରିୟଦର୍ଶିନୀ ମଲ୍ଲିକ, ଦେବାଶିଷ ସ୍ୱାଇଁ, ସମୀର ଖିଲାର, ଶଶିକାନ୍ତ ମହାନ୍ତି,ବିଷ୍ଣୁ ଦାସ, ମୁରଲୀଧର ମଲ୍ଲିକଙ୍କ ଓ ସ୍ଥାନୀୟ ଜନସାଧାରଣ ମାନଙ୍କ ସହ ଯାତ୍ରା ପଡିଆ ବୁଲି ଉପଭୋଗ କରିବା ସହିତ ବୁଲୁଥିବା
5. ଗଣିଆମଣିଭଦ୍ରା ବିସ୍ଵାଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ l

Leave a Reply

Your email address will not be published. Required fields are marked *