ଏଟିଏମ ତାଡି ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଲସ ୩/୬/୨୨(କେନ୍ଦ୍ରାପଡ଼ା):ଗତକାଲି ବିଳମ୍ବିତ ରାତିରେ ରାଜକନିକା ଏସ ଏନ କଲେଜ ରେ ଥିବା ଏସ ବି ଆଇ ଏଟିଏମ ତାଡିଲେ ଦୁର୍ବୁର୍ତ୍ତ। ଟଙ୍କା ନେବାରେ ହେଲେ ବିଫଳ।ଗତକାଲି ବିଲମ୍ବିତ ରାତ୍ରିରେ ଘଟିଛି ଏଭଳି ଘଟଣା |ସେହି ଅଞ୍ଚଳର ପୋଲିସ ପେଟ୍ରୋଲିଂ କୁ ନେଇ ଉଠିଛି ପ୍ରଶ୍ନବାଚି|ଗତ ଦୁଇ ମାସ ଭିତରେ ଆଳି,ପଟ୍ଟାମୁଣ୍ଡାଇ, ରାଜକନିକା ଅଞ୍ଚଳରେ ଏକାଧିକ ଏଟିଏମ ଲୁଟ ଘଟଣା ଘଟି ଥିଲେହେଁ ଏନେଇ ଜିଲ୍ଲା ପୋଲିସ କୌଣସି ଅପରାଧୀକୁ ଧରିବାରେ ସଫଳ ହୋଇନଥିବା ଜଣାପଡୁଛି।

Leave a Reply

Your email address will not be published. Required fields are marked *