ଏହି ସାପର ବିଷ ସବୁଠାରୁ ମହଙ୍ଗା… ବିଦେଶରେ ହୋଇଯାଏ ୨ ଗୁଣା ଦାମ

ନୂଆଦିଲ୍ଲୀ ୨୭ ୦୭: ସମଗ୍ର ବିଶ୍ଵରେ ପ୍ରାୟ ୩୦୦୦ ହଜାର ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ଭାରତରେ ୨୭୨୧
ପ୍ରଜାତିର ସାପ ରହିଛନ୍ତି । ସେଥୁମଧ୍ୟରୁ
କେବଳ ୫୮ ପ୍ରଜାତିର ସାପ ବିଷାକୁ ଅଟନ୍ତି । କ୍ରାଇଟ୍‌, ରସେଲଙ୍କ ଭାଇପର୍‌, ସା ସ୍କେଲ୍ ଭାଇପର୍‌, କୋବ୍ରା ଆମ ଦେଶର ସବୁଠାରୁ ବିଷାକୁ ସାପ । ଏହି ବିଷାକ୍ତ ସାପର ବିଷକୁ କୋଟିକୋଟି ଟଙ୍କାରେ ବିକ୍ରି କରାଯାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ସାପ ରହିଛି ଯାହାର ବିଷ ସୁନା ଠାରୁ ମଧ୍ୟ ମହଙ୍ଗା

ଭାରତରେ ମିଳୁଥ‌ିବା କୋବ୍ରା ସାପର ବିଷ ବହୁତ ଅଧିକ ଟଙ୍କା । ଘରୋଇ ବଜାରରେ ଏକ ଲିଟର କୋବ୍ରା ସାପ ବିଷର ଦାମ୍ ୮୦ ଲକ୍ଷରୁ ୧ କୋଟି ଟଙ୍କା । ତେବେ ଆନ୍ତର୍ଜାତୀୟ ସ୍ତରରେ ଏହାର ମୂଲ୍ୟ ଦ୍ବିଗୁଣିତ ହୋଇଥାଏ । ।

Leave a Reply

Your email address will not be published. Required fields are marked *