ଓୟ ନେଉଛି ଜୀବନ

ଫୋକସ ପ୍ଲସ 27/3/23(ବ୍ୟୁରୋ): ଓୟ ନେଉଛି ଜୀବନ ,ଖଣ୍ଡଗିରି ଜାଗମରା ଅଞ୍ଚଳରେ ଏକ ଓୟ ହୋଟେଲ ରୁମରୁ ମିଳୁଛି ଯୁବକଙ୍କ ମୁତାଦେହ ,ନରହନ୍ତା କାରି ଜାଗମରା ଓୟୁ ହେଟେଲ ,ଗୋଟେ ପରେ ଗୋଟେ ଶବ ମିଳୁଛୁ ଓୟ ରୁମ ରୁ ,ଏବେ ଖଣ୍ଡଗିରି ଜଗମରା ଓୟ ହୋଟେଲେ ଚର୍ଚ୍ଚାରେ ,କିଏ ରହିଛି ଏଥିରେ ମାଷ୍ଟର ମାଇଣ୍ଡ ,କାହିଁକି ଖୋଲାଯାଇଛି ଓୟ ରୁମ,ଯୁବପିଢିଙ୍କ ଜୀବନ ନେବାପାଇଁ oyo ରୁମ କରିଛି କି ଚକ୍ରାନ୍ତ ,ଆଜିର ଯୁବକ ଯୁବତୀ ଙ୍କୁ ପ୍ରଥ ଭ୍ରଷ୍ଟ ପାଇଁ oyo ଯୋଗାଉନାହିଁ ତ ଖୋରାକ ,ସମ୍ୱିଧାନର କେଉଁ ଧାରା ଏମାନଂକୁ ଦେଇଛି ସ୍ୱୀକୃତି ? ଶୁଣିବାକୁ ମିଳୁଛି ରାଜଧାନୀ ଓୟୁ ହୋଟେଲ ର ସଭାପତି କାଳେ ବଡ କୁହାଳିଆ କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ର ,ଆଜିର ଏ ଘଟଣା ନୂଆ ନୁହେ ,ଅନେକ ସମୟରେ oyo ରୁମ ରୁ ରେଫ ,ମର୍ଡର ଭଳି ସାଂଗତିକ ତଥ୍ୟ ସାମ୍ନାକୁ ଆସଛି ,କାହିଁକି ଏ ବିଷୟରେ ଚୁପ ବଡ କୁହାଳିଆ ଏଡିଟର ବାହୁ ,ଏତେ ଘଟଣା ବିଗତ ଦିନରେ ଘଟିଲା ପରେ ବଡ କୁହାଳିଆ କଣ ପାଇଁ oyo ବନ୍ଦ କରିବାକୁ ମୁହଁ ଖୋଲୁନାହାନ୍ତି ,ସଭାପତି ପଦ ଧରି ବସି ପଡିଛନ୍ତି ବାବୁ .ଏବେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ରାଜଧାନୀବାସୀଙ୍କ ମନରେ ?ତେବେ ସୂଚନା ମୁତାବକ । କାରଣ ଆଜି ପୁଣି ଜଣେ ଯୁବକ ବେକରେ ଗାର୍ଲଫ୍ରେଣ୍ଡର ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ।

ଖଣ୍ଡଗିରି ଜାଗମରା ଅଞ୍ଚଳରେ ଏକ ଓୟ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ସାଙ୍ଗ ମାନଙ୍କ ଶହ ହୋଟେଲକୁ ଆସିଥିଲେ ଜନ୍ମ ଦିନ ପାଳିବା ପାଇଁ। ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ଅନ୍ୟ ସାଙ୍ଗ। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ଆତ୍ମହତ୍ୟା ର କାରଣ ଏଯାଏଁ ଜଣା ପଡିନି ସାଙ୍ଗ ମାନଙ୍କୁ ପଚରା ଉଚରା କରୁଛି ପୋଲିସ।ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର ଓ ତାଙ୍କ ଘର ନିଆଳି ଅଞ୍ଚଳରେ ବୋଲି ଜଣାପଡିଛି। ଗର୍ଲଫ୍ରେଣ୍ଡ ବାର୍ଥରୁମ ଯାଇଥିବା ବେଳେ ଗର୍ଲଫ୍ରେଣ୍ଡର ଓଢ଼ଣୀକୁ ବେକରେ ଲାଗାଇ ସେଥିରେ ଝୁଲି ପଡିଥିବା ଦେଖିବାକୁ ମିଳିଛି। ଯୁବକଙ୍କ ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ। ସେପଟେ ଏହି ଘଟଣାକୁ ନେଇ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *