ଔଷଧୀୟ ଗୁଣରେ ଭରପୁର ଭୃସଙ୍ଗ ପତ୍ର ।

ଫୋକସପ୍ଲୁସ15/11/2023; ଔଷଧୀୟ ଗୁଣରେ ଭରପୁର ଭୃସଙ୍ଗ ପତ୍ର, ଭୃସଙ୍ଗ ପତ୍ରରେ ଉତ୍ତମ ମାତ୍ରାରେ ଫାଇବର ରହିଛି। ଏହା ପାଚନ ତନ୍ତ୍ରକୁ ମଜଭୂତ କରିବା ସହ ପେଟ ସଫା ରଖିଥାଏ। ପାଚନ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ସହଜରେ ହଜମ ହୋଇଥାଏ। ଭୃସଙ୍ଗ ପତ୍ର ହୃଦୟ ପାଇଁ ବେଶ ଲାଭଦାୟକ। ଭୃସଙ୍ଗ ପତ୍ରର ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। କୋଲେଷ୍ଟେରୋଲ ନିୟନ୍ତ୍ରଣରେ ରହିଥାଏ। ହୃଦୟ ଜନିତ ରୋଗରୁ ଦୂରେଇ ରଖିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ୍‌ ନୁହେଁ। ଭୃସଙ୍ଗ ପତ୍ରର ସେବନ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।

Leave a Reply

Your email address will not be published. Required fields are marked *