କଂଗ୍ରେସର ନୂତନ ଅଧ୍ୟକ୍ଷ ରିମୋର୍ଟ କଣ୍ଟ୍ରୋଲର ହେବେ ନାହିଁ: ରାହୁଲ ଗାନ୍ଧୀ

ଫୋକସ ପ୍ଲସ(ନୂଆଦିଲ୍ଲୀ): ଦେଶରେ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି । ଏହା ମଧ୍ୟରେ କଂଗ୍ରେସ ନିଜର ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ କରିବାକୁ ଯାଉଛି । ତେବେ କଂଗ୍ରେସ ସାଂସଦ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡଗେ ଦଳର ଅଧ୍ୟକ୍ଷ ରେସରେ ଅଛନ୍ତି । ସେପଟେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦରେ ଛିଡା ହୋଇଥିବା ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେ ଉଭୟଙ୍କର ଆଭିମୁଖ୍ୟ ଏବଂ ନିଜର ସ୍ୱତନ୍ତ୍ର ଦୃଷ୍ଟି କୋଣ ରହିଛି ।

ସେମାନେ ଆଇନ ଆଇନ ଏବଂ ବୁଝାମଣାର ଲୋକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ରାହୁଲ ଗାନ୍ଧୀ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ଏକ ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ଭାବୁ ନାହିଁ ଯେ ସେମାନଙ୍କ ମଧ୍ୟରୁ ଉଭୟ ରିମୋଟ କଣ୍ଟ୍ରୋଲ ହେବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

Leave a Reply

Your email address will not be published. Required fields are marked *