କଂସାରିଗୁଡ଼ା ରେ ପ୍ରତିଷ୍ଠା ହେବ ରିଫାଏନେରି କମ୍ପାନୀ ସହ ଟେକ୍ସ ଟାଇଲ୍ |

କାଶିପୁର,ରାୟଗଡା23/12/23; ଦୀର୍ଘ ୧୮ ବର୍ଷ ର ଲଢ଼େଇ ପରେ ୮ ହଜାର କୋଟି ବିନିମୟ ରେ ରିଫାଇନେରି ଓ ଟେକ୍ସଟାଇଲ କମ୍ପାନୀ ପ୍ରତିଷ୍ଠା ହେବା ନେ଼ଇ କଂସାରୀଗୁଡା ଅଞ୍ଚଳ ରେ ଭର୍ଚୁଆଲ୍ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କମ୍ପାନୀ ପାଇଁ ଜମି ଦେଇଥିବା ଅଞ୍ଚବାସୀଙ୍କ ମନରେ ଫୁଟିଲା ହସ , ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ ଜନତା, ନେତା ଏବଂ ପ୍ରଶାସନ |

Leave a Reply

Your email address will not be published. Required fields are marked *