କଙ୍କଡ଼ାହାଡ଼ ଥାନା ଘେରିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ।

12/01/2024: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ଏବଂ କଙ୍କଡ଼ାହାଡ଼ ପୋଲିସ ୧୦ ତାରିଖ ଦିନ ବାଲିକୁମା ଅଞ୍ଚଳରେ ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ,ଆଜି କଙ୍କଡ଼ାହାଡ଼ ଥାନା କୁ ଘେରିଛନ୍ତି ଶହ ଶହ ଆଦିବାସୀ ମହିଳା ଓ ପୁରୁଷ।

Leave a Reply

Your email address will not be published. Required fields are marked *