କଣ କଲେ ଆୟ ହାନି ହୁଏ ?

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟଙ୍କ ବିନା ଜୀବ ଜଗତ ତିଷ୍ଠିବା ଅସମ୍ଭବ । ସେଥିପାଇଁତ ହିନ୍ଦୁ ଶାସ୍ତ୍ରରେ ତାଙ୍କୁ ସୂର୍ଯ୍ୟ ନାରାୟଣ ବୋଲି ମାନ୍ୟତା ରହିଛି । ଏବଂ ବିଶ୍ୱାସ ରହିଛି କି କଳିଯୁଗରେ ଆମେ କେଉଁ ଭଗବାନଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ସୂର୍ଯ୍ୟ ନାରାୟଣ । ଯଦି ଚନ୍ଦ୍ରମାଙ୍କ କଥା କହିବା ତବେ ସେ ହେଉଛନ୍ତି ଶାନ୍ତିର ପ୍ରତୀକ । ଆଉ ସୂର୍ଯ୍ୟଚନ୍ଦ୍ରମା ହେଉଛନ୍ତି ମାନବ ଜାତିର ଆରାଧ୍ୟ ଦେବତା । ତେବେ ଶାସ୍ତ୍ରରେ ତାଙ୍କ ଆଡକୁ ମୁହଁ କରି ପରିସ୍ରା କରିବା ଉଚିତ ନୁହେଁ । ତାଙ୍କ ଅଡକୁ ମୁହଁ କରି ପରିସ୍ରା କରିବା ଦ୍ୱାରା ଅର୍ଥ ତାଙ୍କୁ ଅବମାନନା କରିବା ।

ଏହା ଫଳରେ ପାପ ଲାଗେ । ଅପରନ୍ତୁ ପରିସ୍ରା କରିବା ଦ୍ୱାରା ସୂର୍ଯ୍ୟ ଓ ଚନ୍ଦ୍ରର ରଶ୍ମି ପରିସ୍ରା ମାଧ୍ୟମରେ ନିର୍ଗତ ହେଉଥିବା ଜଳର ସଂସ୍ପର୍ଶରେ ଆସି ଆମ ଶରୀରରେ ପ୍ରବେଶ କରେ । ଫଳରେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଜାତ ହେବା ସହ କିଡନି ଉପରେ ପ୍ରଭାବ ପକାଇଥାଏ । ଏଥି ନିମନ୍ତେ ଆୟୁ ହାନି ହୁଏ । ଏଣୁ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଡକୁ ମୁହଁ କରି ପରିସ୍ରା କରିବା ମନା ।

ତେଣୁକରି ସୂର୍ଯ୍ୟ, ଚନ୍ଦ୍ରଙ୍କ ଆଡକୁ ମୁହଁ କରି ପରିସ୍ରା କଲେ ଆୟୁ ହାନି ହୁଏ I

Leave a Reply

Your email address will not be published. Required fields are marked *