କନିଷ୍ଟ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୫ ଅଭିଯୁକ୍ତ ଗିରଫ

ଫୋକସ ପ୍ଲସ ୩୧/୫/୨୨(ନବରଙ୍ଗପୁର ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣା କୁ ବିଭିନ୍ନ ମହଲରେ ଆନ୍ଦୋଳନ ର ଚେତାବନୀ ଦିଆଯାଇଥିଲା । ସଂପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାନ ଗଲେ ଆସନ୍ତା ୩୧ତାରିଖରେ ତେନ୍ତୁଳଖୁଣ୍ଟି ଚକ ଅଖ ବନ୍ଦ କରିବ କଂଗ୍ରେସ ବୋଲି କଂଗ୍ରେସ ସଭାପତି ମୁନା ତ୍ରିପାଠି କହିଥିଲେ। ଏହି ଘଟଣା ପରେ ପୁଲିସ ତତ୍ୱରତା ଦେଖାଇ ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଏସ ଡି ପି ଓ ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ। ତେଣୁ ଅପର ପକ୍ଷରେ କଂଗ୍ରେସ ବନ୍ଦ ଡାକରା କୁ ବାତିଲ କରିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *