କାମାକ୍ଷାନଗର ମହୁଲଡଗର ଗାଁ ରେ ଅଘଟଣ, ଦଳିଦେଲା ଦନ୍ତା,


ଘର ବାରଣ୍ଡାରେ ଶୋଇଥିବା ବେଳେ ବାପ ପୁଅକୁ ଦଳିଦେଲା ଦନ୍ତା ,
ଘଟଣା ସ୍ଥଳରେ ୫ ବର୍ଷର ପୁଅ ର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପା ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁଚନା ମିଳିଛି ।ତେବେ ସକାଳୁ ସକାଳୁ ଏଭଳି ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଘରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣ ରେ ବାପ ପୁଅକୁ ଆକ୍ରମଣ କରିଥିଲା ଦନ୍ତା ଘଟଣା ସ୍ଥଳରେ ୫ ବର୍ଷର ପୁଅ ର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି

Leave a Reply

Your email address will not be published. Required fields are marked *