ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ତାଳଚେର ଘଣ୍ଟପଡ଼ା ପଞ୍ଚାୟତର ଓଭର ବ୍ରିଜି କାମ ଆଜିକୁ ସାତ ରୁ ଆଠ ବର୍ଷ ହୋଇଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ ହେବାର ନାଁ ଧରୁନି ଠିକାଦାର ସୂଚନା ଅଛିକି ତାଳଚେର ରୁ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ରେଳ ଫାଟକ ପଡି ରହେ ଏବଂ ବେସ୍ତ ବହୁଳ କାର୍ଯ୍ୟ ଭିତରେ ଯିବା ଆସିବା କରିବାକୁ ପଡେ ଯେହେତୁ ଜିଲ୍ଲାକୁ ରାସ୍ତାଟି ସଂଯୋଗ କରୁଛି ସେଥିପାଇଁ MCL ଓ ସରକାରଙ୍କ ମିଳିତ ଉଦ୍ୟମରେ ବ୍ରିଜି ଟି ନିର୍ମାଣ କାମ ଆରମ୍ଭ ହୁଏ କିନ୍ତୁ ବଡ଼ ଦୁଃଖର ବିଷୟ ଆଜିକୁ ଅନେକ ବର୍ଷ ହେଇଗଲା ବ୍ରିଜି ଟି କାମ ସାରିବାର ପ୍ରଶ୍ନ ଉଠୁ ନାହିଁ ଏଥି ପାଇଁ ତାଳଚେରର ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର କାଯ୍ୟ ସମାପ୍ତ କରିବା ପାଇଁ ଦାବୀ ରଖିଛନ୍ତି.ଆହୁରି ମଧ୍ୟ୍ୟ ସୁରକ୍ଷା ମଞ୍ଚ ଜଣାଇଛନ୍ତି ବ୍ରିଜି କାମ ଶୀଘ୍ର ନ ହେଲେ ଆସନ୍ତା 18.08.22 ଠାରୁ ଅର୍ଥନୈତିକ ଅବରୋଧ ହେବ ବୋଲି ତାଳଚେର ସୁରକ୍ଷା ମଞ୍ଚ ଚେତାବନୀ ଦେଇ ଛନ୍ତି. ତାଳଚେର ରୁ ରବୀନ୍ଦ୍ର ନାଥଙ୍କ ରିପୋର୍ଟ ଫୋକସ ପ୍ଲସ |
ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |