କାରର ଦାମ ୧୧ଲକ୍ଷ ହେଲେବି ସଜାଡ଼ିବାକୁ ଲାଗୁଛି ୨୨ ଲକ୍ଷ

ଫୋକସ ପ୍ଲସ(ବ୍ୟୁରୋ): କାର କିଣାଜାଇଥିଲା ୧୧ ଲକ୍ଷରେ ହେଲେ କାର୍‌୍ ସଜଡା ହେବାକୁ ଲାଗିଲା ୨୨ଲକ୍ଷ ଟଙ୍କ।। ହୁଏତ ଏହା ଶୁଣି ଆପଣମାନେ ଚକିତ ହୋଇଜାଉଥିବେ ଆଉ କହିବେ କାରର ଦାମ ଜଦି ୧୧ ଲକ୍ଷ ତେବେ ରିପ୍ୟାରିଂ କରିବାକୁ ୨୨ ଲକ୍ଷ କେମିତି ଲାଗିଲ।। ହିଁ, ଏହା ପୂରା ସତ । କାର ଦାମ ୧୧ ଲକ୍ଷ ହୋଇଥିଲେ ବି ୨୨ ଲକ୍ଷ ଦରକାର ହୋଇଥିଲା କାର ସଜାଡିବାକୁା ଜାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍‌୍ ଚର୍ଚ୍ଚା ଚାଲିଛିାମିିଳିଥିବା ସୂଚନା ଅନୁସାରେ, ୧୧ ଲକ୍ଷ ଟଂକାରେ କିଣାଜାଇଥିବା ‘ଫୋକ୍ସ୍ୱାଗେନ୍ ପୋଲୋ’ କାରଟି ଖରାପ ହେବା ପରେ ସଂପୃକ୍ତ ମାଲିକ ଜଣକ କାର ସଜାଡିବାକୁ ସର୍ଭିସିଂ ସେଂଟରକୁ ଜାଇଥିଲୋ ଆଉ ସର୍ଭିସିଂ ସେଂଟରରେ ଗାଡି ଖୋଲା ହେବା ପରେ ଜଣାପଡିଥିଲା କି ଗାଡି ସଜାଡିବାକୁ ହେଲେ ପାଖାପାଖି ୨୨ ଲକ୍ଷ ଟଙ୍କା ଖର୍ତ୍ତ କରିବାକୁ ପଡିବ । ଆଉ ଏହାକୁ ଜାଣିବା ପରେ ସଂପୃକ୍ତ ମାଲିକ ଜଣକ ଆଶ୍ଚର୍ଜ୍‌ୟ ହୋଇଜାଇଥିଲୋ ଆଉ ଜାଣିବାକୁ ଚାହିଁଥିଲେ କି ଏତେ ଟଙ୍କା କାହିଁକି ଖର୍ଚ୍ଚ ହେବ ।

ହେଲେ ଗାଡିର ମେକାନିକ୍‌୍‌୍ କହିଥିଲେ ପ୍ରବଳ ବର୍ଷାରେ କାରରେ ଅଧିକାଂଶ ସ୍ଥାନ ପାଣି ଖାଇ ଖରାପ ହୋଇ୍ୟାଇଛି । ତେଣୁ ଏହାକୁ ସଜାଡିବାକୁ ହେଲେ ଏତିକି ଟଙ୍କା ହିଁ ଖର୍ଚ୍ଚ ହେବ ।ତେବେ ଏତେ ଟଙ୍କା ଦେଇପାରିବେ ନାହିଁ ମାଲିକ ଜଣଙ୍କ କହିବା ପରେ ବି କାରଟି ସର୍ଭିଂ ସେଂଟରରୁ ନେଇପାରିନଥିଲୋ କାରଣ ସର୍ଭିଂ ସେଂଟରକ ମାଲିକ କହିଥିଲେ କାର ଚେକିଂ ପାଇଁ ଦେୟ ବାବଦକୁ ୪୪ ହଜାର ଟଙ୍କା ଦେବାକୁ ପଡିବ । ଜାହାକୁ ନେଇ ଗାଡି ମାଲିକ ଓ ସର୍ଭିଂ ସେଂଟରର ମାଲିକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେବା ପରେ ଶେଷରେ ୫ ହଜାର ଦେଇ ଗାଡି ମାଲିକ ନିଜ କାରକୁ ନେଇଥିବା ଜଣାପଡିଛିା ଜାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛିା

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *