କିଏ ପିନ୍ଧିବ ବିଜୟ ର ମୁକୁଟ

 

ଆଜି ପ୍ରକାଶ ପାଇବ ଚଳିତ ବର୍ଷ ର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଫଳ ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିବ ଏଥିରେ 2ଲକ୍ଷ 20 ହଜାର ପାର୍ଥୀ ଭାଗ୍ୟ ନିର୍ଦ୍ଧାରିତ ହେବ ବାଲଟ ପେପର ରଙ୍ଗ ଅନୁଯାୟୀ ପ୍ରଥମେ ୱାର୍ଡମେମ୍ବର ପରେ ସରପଞ୍ଚ ତାପରେ ଜିଲ୍ଲା ପରିଷଦ ପାର୍ଥୀ ଙ୍କ ଭୋଟ ଗଣତି ହେବ ସୂଚନା ଥାଉକି ଚଳିତ ବର୍ଷ ର ନିର୍ବାଚନ 5 ଟି ପଯ୍ୟାୟ ରେଅନୁଷ୍ଠିତ ହୋଇଥିଲା କୋଭିଡ କଟକଣା ମଧ୍ୟରେ 24 ତାରିଖରେ ଏହା ଶେଷ ହୋଇଛି ଏଇ ନିର୍ବାଚନ ମଇଦାନ ରେ 91890ଟି ୱାର୍ଡମେମ୍ବର 6793ଟି ସରପଞ୍ଚ ଓ ସମିତିସଭ୍ୟ ଏବଂ 851ଟି ଜିଲ୍ଲା ପରିଷଦ ବିଜେତା ଙ୍କ ନାମ ଘୋଷଣା କରାଯିବ 314 ବ୍ଲକ ରେ 3 ଟି ପଯ୍ୟାରେ ଅର୍ଥାତ (26,27 28 )ଧରି ଭୋଟ ଗଣତି ଆରମ୍ଭ ହେବ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ସହ ଭୋଟ କାଉଣ୍ଟି ସ୍ଥାନରେ କଡା ସୁରକ୍ଷା କରାଯାଇଛି

Leave a Reply

Your email address will not be published. Required fields are marked *