କୂଅରୁ ଉଦ୍ଧାର ଜଙ୍ଗଲୀ ବାରହା

ଫୋକସ ପ୍ଲସ ୧୫/୬/୨୨(କାମାକ୍ଷାନଗର): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁରୁ ଏକ ଜଙ୍ଗଲୀ ବାରହାକୁ ଉଦ୍ଧାର କରାଯାଇଛି । ଜଙ୍ଗଲୀ ବାରହାଟି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ପଳେଇ ଆସିଥିଲା । ଫଳରେ କାନପୁରା ଗାଁର ସପନି ମହାଳିକଙ୍କର ବାଡ଼ିରେ ଥିବା କୂଅରେ ବାରହାଟି ଖସି ପଡ଼ିଥିଲା । ଖବର ପାଇ ଘଟଣା ସ୍ଥଳରେ ଉଭୟ ଅଗ୍ନିଶମ ବାହିନୀ ଓ ବନ ବିଭାଗର ମିଳିତ ସହଯୋଗରେ ଜଙ୍ଗଲୀ ବାରହାଟିକୁ ଉଦ୍ଧାର କରି ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆ ଯାଇଥିଲା ।

କାମାକ୍ଷାନଗର ରୁ ସମଦର୍ଶୀ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *