କୈଳିକ ବୃତ୍ତି କୁ ବଞ୍ଚାଇ ରଖିଛନ୍ତି କେନ୍ଦ୍ରାପଡ଼ା ର ନାଥ ସମ୍ପ୍ରଦାୟ |

ଫୋକ୍ସପ୍ଳସ22/11/2023; ଦର୍ଶକ ବନ୍ଧୁ ଆଜିର ସମାଜ ଆଧୁନିକତାକୁ ଓ ଚକାଚୋନ୍ଦ୍ ଜୀବନ ଜିଇବାକୁ ପସନ୍ଦ କରୁଥିବାବେଳେ ବିଭିନ୍ନ ସମ୍ପ୍ରଦାୟ ର ମଣିଷ ନିଜ ନିଜର କୈଳିକ ବୃତ୍ତି କୁ ଭୂଲି ଆଧୁନିକ ସଭ୍ୟତା କୁ ଆପଣେଇ ନେଉଥିବା ବେଳେ ଆଜି ଆମେ ହଠାତ୍ ଭେଟି ଥିଲୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ବଙ୍ଗାରୀ ଗ୍ରାମ ରେ ନିଜର କୈଳିକ ବୃତ୍ତି କୁ ବଞ୍ଚାଇ ରଖି କାନ୍ଧରେ କେନ୍ଦରା ଓ ନାଉଥଆଳ ପକାଇ ଦୁଆର ଦୁଆର ବୁଲି କେନ୍ଦରା ବଜାଇ ଗୀତ ଗାଇ ଯୋଗୀ ବେଶ ହୋଇ କିପରି ନିଜର କୈଳିକ ବୃତ୍ତି କୁ ବଞ୍ଚାଇରଖିଛନ୍ତି ନାଥ ସମ୍ପ୍ରଦାୟ ର ଦାୟଦ ମାନେ ସେ ସଙ୍କ୍ରାନ୍ତ ରେ ଆମେ ପଚାରି ବୁଝିଥିଲୁ ଯୋଗୀ ବେଶ ଧାରୀ କାର୍ଯ୍ୟରତ ନାଥ ଙ୍କୁ ଏବଂ ତାଙ୍କ ପ୍ରତିକ୍ରିୟାରେ କଣ କହୁଛନ୍ତି ଆସନ୍ତୁ ଜାଣିବା |

Leave a Reply

Your email address will not be published. Required fields are marked *