କୋଇଡା,ସୁନ୍ଦରଗଡ28/12/2023; ସୁନ୍ଦରଗଡ ଜିଲ୍ଲା କୋଇଡା ବିଦେଶୀ ମଦ ଦୋକାନ ରେ ଦର ଠାରୁ ଅଧିକ ଦରରେ ମଦ ବିକ୍ରୀ କରୁଥିବାରୁ ଭିଡିଓ ଭାଇରାଲ , ଜଣେ ଗ୍ରାହକ ବିଆର୍ କିଣୁଥିବା ବେଳେ ପ୍ରିଣ୍ଟ ଦର ୧୫୦ ଟଙ୍କା ଥିବା ବେଳେ ତାଠାରୁ ୧୬୦ ଟଙ୍କା ରଖିବା ଘଟଣା ରେ ମଦ ଦୋକାନ ନୀ ପୁଣି ବିଅର୍ ନ ଦେଇ ପଇସା ଫେରସ୍ତ କରୁଛି । ଏହି ମଦ ଦୋକାନ ଆଗରୁ ବି ଏମିତି ବହୁ ବାର ଅଧିକା ଦର ରେ ମଦ ବିକିବା ଘଟଣା ହେଉ କିମ୍ବା ଛୋଟ ଛୋଟ ପିଲାମାନଙ୍କୁ ବି ଲଗେଇ ମଦ ବିକିବା ରେ ନିୟଜିତ କରିଥିଲା । ଏବେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଉଚ୍ଚା ଦରରେ ବିକ୍ରୀ କରି ପୁଣି ଚର୍ଚ୍ଚ ରେ ଦକାନି । ଏବେ ଅବକାରୀ ବିଭାଗ କଣ ପଦେକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।