କୋଣାର୍କ ସୂର୍ଯ୍ୟ ମନ୍ଦି ସାମ୍ନାରୁ ରୁ ଉଠିଲା ଉଠାଦୋକାନ

ଫୋକସ ପ୍ଲସ(କୋଣାର୍କ)୧୦/୦୮/୨୦୨୨: କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଉଛେଦ ହେଲା ଉଠାଦୋକାନ,ଜିଲ୍ଲା ପ୍ରଶାସନ ସହ ଉଠାଦୋକାନୀ ମୁଁହାମୁଁହି । ସୂଚନା ଥାଉକି କେଉଁ କାଳରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବ୍ୟବସାୟ କରି ଆସୁଥିଲେ 400 ବ୍ୟବସାୟୀ ଙ୍କ ଜୀବନ ଯିବିକା ଉପରେ ଆଜି ବିନା ନୋଟିସ ରେ କରାଯାଇଛି ଉଛେଦ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସହ ମୁଁହାମୁଁହି ହେବା ଦେଖିବାକୁ ମିଳିଛି। ଏବେବି ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଉତେଜନା ଦେଖିବାକୁ ମିଳିଛି, ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ୍ ଫୋସ୍ ସହ ନିମାପଡା DSP,3 ଜଣ IIC,ଗୋପ ତହସିଲିଦାର, ଅତିରିକ୍ତ ତହସିଲଦାର,କୋଣାର୍କ NAC ଅଧିକାରୀ, ଓ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଵର୍ତ୍ତମାନ ଉତେଜନା ଲାଗି ରହିଛି।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *