କୋରାପୁଟ 19/01/2024: ମଣିଷ ଜୀବନ ଅମୂଲ୍ୟ, ଏଣୁ ଏହାର ସୁରକ୍ଷା ଆମର ଦାୟତ୍ୱ ଓ କର୍ତ୍ତବ୍ୟ। ଜୀବନ ସୁରକ୍ଷିତ ରହିଲେ। ଦେଶ ଓ ଜାତି ହସି ଉଠିବ। ମଣିଷ ଏକ ସୁସ୍ଥ ସୁନ୍ଦର ଜୀବନ ଅତି ବାହିତ କରିପାରିବ। କିନ୍ତୁ ବେଳେବେଳେ ତା ଜୀବନରସୁରକ୍ଷା ନଷ୍ଟ ହୋଇଥାଏ। ସଡ଼କ ଦୁର୍ଘଟଣା ରେ ସଡ଼କ ସୁରକ୍ଷା କୁ ଦୁଷ୍ଟି କୋଣରେ ରଖି। କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ TPNODL ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ରୁ ଏକ ସୁରକ୍ଷା ର ପଦ ଯାତ୍ରା ଅନୁଷ୍ଠିତ ହଇଯାଇଛି। ଏହି ପଦଯାତ୍ରା କାର୍ଯ୍ୟକ୍ରମ ସୁରକ୍ଷା ଅଧିକାରୀ। ଶ୍ରୀ ମାନସ ରଞ୍ଜନ ସେନାପତି ଙ୍କ ନେତୃତ୍ୱରେ ହୋଇଥିଲା। ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭଗବାନ ପ୍ରଧାନ ସୁରକ୍ଷା ସମ୍ବଦ୍ଧ ରେ ସାମ୍ୟବ ସୂଚନା ଦେଇ। କର୍ମଚାରୀ ଙ୍କୁ ଓ ଜନ ସାଧାରଣ ଙ୍କୁ କହିଥିଲେ। ସୁରକ୍ଷା କୁ କଲେ ତୁମେ ନିଜର ସଡ଼କ ଦୁର୍ଘଟଣା ନୀଛେ ହୋଇବ। ଦୂର ଶେଷରେ ସବୁଜ ପତାକା ଦେଖାଇ।ସଡ଼କ ସୁରକ୍ଷା ପଦଯାତ୍ରା ଶୁଭାରମ୍ଭ କରିଥିଲେ।