ଖଟିଆ ରେ ବୁହାହେଉଛନ୍ତି ରୋଗୀ

ଫୋକସ ପ୍ଲସ 25/5/22(ଯାଜପୁର): ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳପଳାଖଳି ଗ୍ରାମର ବାସନ୍ତୀ ମୁଣ୍ଡା,ସ୍ବାମୀ -: କୁଁଆର ମୁଣ୍ଡା ବୁଧବାର ସକାଳ ୬ ଘଟିକା ସମୟରେ ଗ୍ରାମର ବାସନ୍ତୀ ମୁଣ୍ଡାଙ୍କର ଦେହ ହଠାତ ଅସୁସ୍ଥ ହୋଇଯିବାରୁ ଗ୍ରାମବାସୀ ତୁରନ୍ତ ସରକାରୀ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସରକାରୀ 108 ଆମ୍ବୁଲାନ୍ସ ସୂଚନା ପାଈ ତୁରନ୍ତ ତଳପଳାଖଳି ଗ୍ରାମରକୁ ଯିବ ବେଳେ ଗ୍ରାମକୁ ରାସ୍ତା ସଠିକ୍ ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମଠାରୁ ବହୁ ଦୂରରେ ଥିବା ରାସ୍ତାରେ ରହିବା ପରେ ଗ୍ରାମବାସୀ ବାସନ୍ତୀ ମୁଣ୍ଡାଙ୍କୁ ଗ୍ରାମରୁ ଖଟିଆରେ ଗ୍ରାମ ପାଖ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ପରେ ବାସନ୍ତୀ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଈଥିବା ଦେଖିବାକୁ ମିଳିଛି ।

ଯାଜପୁର ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *