ଖାଇବା ନ ପାଇଁ ବୃଦ୍ଧ ମୃତ୍ୟୁ I

ଫୋକସ ପ୍ଲସ 3/4(ଅନୁଗୁଳ):ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ର ରେଙ୍ଗାଲି ଏରିଆ ର ଜଣେ ବୃଦ୍ଧା ବ୍ୟକ୍ତି ଦୁଇ ଉଳି ଦୁଇ ମୁଠା ଖାଇବା ନ ପାଇବା ରୁ ଆଜି ତାଙ୍କ ର ଦେହାନ୍ତ ହୋଇଛି | ଏହି ବୃଦ୍ଧା ବ୍ୟକ୍ତି ଜଣଙ୍କ ହେଲେ ବିପ୍ଳବ ମଲ୍ଲିକ | ନବୀନ ବାବୁଙ୍କ ବଡ ବଡ଼ ଯୋଜନା ପୁଣି ଆଜି ମିଳି ପାରିଲା ନାହିଁ ଏହି ବୃଦ୍ଧା ବ୍ୟକ୍ତି ଯାହା ଫଳ ରେ ବୃଦ୍ଧା ଜଣଙ୍କ ଦେହ ତ୍ୟାଗ କରିଥିଲେ | ପାଳଲହଡା ରେ ବିଧାୟକ ମୁକେଶ ପାଳ ସବୁଠି କହୁଛନ୍ତି ଆମେ ବିକାଶ କରେଇଛୁ ତା ପରେବି ପୂର୍ବ ତନ ସରପଞ୍ଚ ତଥା ଏବେ କାର କଣିହାଁ ବ୍ଲକ ର ୮ ନମ୍ବର ଜୁନ ର BJD ଜିଲ୍ଲା ପରିଷଦ ରଶ୍ମିତା ସେଠି ମହୋଦୟା କଣ ମାନ୍ୟବର ବିଧାୟକ ଙ୍କ ସହିତ ମିଶିକି ଏ ବୃଦ୍ଧା ବ୍ୟକ୍ତି ର ରାସନ କାର୍ଡ, ଭତା, ଘର କରେଇ ଦେଇ ନାହାନ୍ତି କାରଣ ଏମାନେ ସରଳ ଦେଖି ଏଇ ଦୁଇଜଣ ଗରିବ ଙ୍କ ତଣ୍ଟି ଚିପି ସବୁ ଯୁଜନା କୁ ହଡପ କରୁଛନ୍ତି | ମୁକେଶ ପାଳ ଏବଂ ରଶ୍ମିତା ସେଠି ଦାଈ ବୋଲି ଆଜି ବୁଦ୍ଧିଜୀବୀ ମହୋଲରେ ଜୋର ଚର୍ଚା ଏ ଦୁଇ ଜଣ ହେଉଛନ୍ତି ସର୍ବଗିଲା ନେତା।

 

Leave a Reply

Your email address will not be published. Required fields are marked *