ଗଛରେ ପିଟିହେଲା ସ୍କର୍ପିଓ

ଫୋକସ ପ୍ଲସ(କନ୍ଧମାଳ)୧୬/୦୯/୨୦୨୨: ଗଛରେ ପିଟିହେଲା ସ୍କର୍ପିଓ,୬ ଆହତ,୩ ଗୁରୁତର କନ୍ଧମାଳ ଜିଲ୍ଲା କ ନୂଆଗାଁ ଥାନା ବଗାଡି ନିକଟରେ ଦୁର୍ଘଟଣା।ଭାରସାମ୍ୟ ହରାଇ ରାସ୍ତା କଡ ଗଛକୁ ଧକ୍ଳା ଦେଲା ସ୍କର୍ପିଓ।ଡ୍ରାଇଭର ସମତେ ୬ ଜଣ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ଥିବା ଜଣାପଡିଛି।ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ପହଂଚି ଆହତ ମାନଙ୍କୁ ନୂଆଗାଁ ଗୋଷ୍ଟୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଛନ୍ତି।ସୂଚନା ପ୍ରକାରେ ଏକ ସ୍କର୍ପିଓ ଗାଡି(0D02 AB 0011)ରାଇକିଆ ପଟୁ କ ନୂଆଗାଁ ଅଭିମୁଖେ ଦୃତ ଗତିରେ ଆସୁଥିବା ବେଳେ ବଗାଡି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଶାଳ ଗଛକୁ ଧକ୍କା ଦେଇଥିଲା।ଫଳରେ ଶାଳ ଗଛଟି ଭାଙ୍ଗି ଯାଇଥିବାବେଳେ ଗାଡି ଭିତରେ ଥିବା ଡ୍ରାଇଭର ସମତେ ୬ ଜଣ ଆହତ ହୋଇଥିବା ଜଣାପଡିଛି।ବାଲିଗୁଡା ରୂ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପଲସ

Leave a Reply

Your email address will not be published. Required fields are marked *