ଗଛ ପଡି ଭାଙ୍ଗିଲା ମନ୍ଦିର

ଫୋକସ ପ୍ଲସ ୧୨/୬/୨୨ (କେନ୍ଦୁଝର): ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ହଲଦିଆପଡ଼ା ଗ୍ରାମରେ ଏକ ବଡ ଧରଣର ଅଘଟଣ ଯାଇଛି ଅଳ୍ପକେ ବର୍ତିଲେ ଲକମାନେ। ସୂଚନା ମୁତାବକ ଗ୍ରାମର କାଲିକା ଦେବୀ ମନ୍ଦିର ନିକଟରେ ୨୦୦ ବର୍ଷରୁ ଉର୍ଦ୍ଧ ଏକ ବରଗଛ ରହିିଥିଲା। ତେବେ ଲଗାଣ ବର୍ଷା ପାଇଁ ଉକ୍ତ ବରଗଛ ଟି ଓଲଟିପଡ଼ି ନିକଟରେ ଥିବା ,ପୁରାତନ ଐତିହାସିକ କାଳିକା ଦେବୀ ମନ୍ଦିର ଉପରେ ପଡ଼ି ମନ୍ଦିରର ନାଟ ମନ୍ଦିର ଭାଙ୍ଗିବା ସହିତ ମନ୍ଦିରର ଆସବା ପତ୍ର ନଷ୍ଟ ହୋଇ ଯାଇଚି। ତେବେ ସକାଳ ସମୟରେ ଗଛଟି ଓଲଟି ଥିଲେ ବି, ସୌଭାଗ୍ୟ ବସ୍ୱତ ମନ୍ଦିର ଭିତରେ କିମ୍ବା ଆଖପାଖରେ କେହି ନଥିବାରୁ ନିଶ୍ଚିତ ମୃତ ମୁଖରୁ ବଞ୍ଚି ଯାଇଚନ୍ତି। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଗଛ କାଟିଥିଲେ। ଅନ୍ୟ ପଟେ ଦେବୀଙ୍କ ମନ୍ଦିର ନିର୍ମାଣ ପାଇଁ ସରକାରୀ ଓ ପ୍ରସାଶନ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି।

ବସ୍ତା ରୁ ଚାନ୍ସେଲର ରାଉତ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *