ଗରା ଭିତରେ ପଶି କୋକିସିଆଳ ଡହଳ ବିକଳ

ଫୋକସ ପ୍ଲସ 5/6/22(ଯାଜପୁର): ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସୂଚନା ମୁତାବକ ସନ୍ଧ୍ୟ ସମୟରେ କୋକିସିଆଳଟି ପାଣି ନପାଇ ସେ ପାଣି ଖୋଜି ଆସିଥିଲା ବେଳେ ଗରା ଭିତରେ ପାଣି ପାଇଁ ମୁଣ୍ଡ ପୁରେଇ ଦେଇଥିଲା କିନ୍ତୁ ତାର ମୁଣ୍ଡ ଆଉ ଭାରି କରିପାରିନଥିଲା।କୋକିସିଆଳଟି କୌଣସି ଆଡେ ନଯାଇ ପରି ସେ ସେହି ଗ୍ରାମର ସ୍କୁଲ ପଡିଆରେ ବୁଲୁଥିବାର ଦେଖିବାକୁ ପାଇଥିଲେ।ସ୍ଥାନୀୟ ଯୁବକ ଗରା ଭିତରୁ ଚେଷ୍ଟା କରିଥିଲେ କିନ୍ତୁ ଭାରି ନଥିଲା।ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଡୁବୁରୀ ଫରେଷ୍ଟେର ସହିତ ଯୋଗ କରିଥିଲେ। ଫରେଷ୍ଟର ପହଞ୍ଚି କୋକିଶିଆଳି ଟିଉଧାର କରି ସ୍ଥାନୀୟ ଜଙ୍ଗଲ ରେ ଛାଡି ଥିବା ଦେଖିବାକୁ ମିଳିଛି।

ସୁକିନ୍ଦା ଦାନଗଦି ରୁ ପଦ୍ମନାଭ ପହି ଫୋକସ୍ ପ୍ଲସ୍

Leave a Reply

Your email address will not be published. Required fields are marked *