ଗରିବ କଲ୍ୟାଣ ଯୋଜନା ସମ୍ମିଳନୀ

ଫୋକସ ପ୍ଲସ ୧୨/୬/୨୨(ବାଳିଶଙ୍କରା): ଭାଜପା ପକ୍ଷରୁ ଗରିବ କଲ୍ୟାଣ ଯୋଜନା ସମ୍ମିଳନୀ ଅନୁଷ୍ଠିତ ବାଳିଶଙ୍କରା ମଣ୍ଡଳ ପକ୍ଷରୁ ଆଜି ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ସମ୍ମିଳନୀ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି, ଏହି ଅଞ୍ଚଳର ସୟଂ ସହାୟକ ଗୋଷ୍ଠୀର ଲାଭର୍ଥିଙ୍କୁ ନେ଼ଇ ଗରିବ କଲ୍ୟାଣ କାରୀ ସମ୍ମିଳୀର ଆୟୋଜନ କରାଯାଇଥିଲା, କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଯୋଗ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ |

ବାଳିଶଙ୍କରା ରୁ ଅଶୋକ ଦାଶ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *