ଗାଡିସମସ୍ୟା ନେଇ ଥାନା ଆଗରେ ଧାରଣା

ଫୋକସ ପ୍ଲସ(ରେଙ୍ଗାଲି): ସମ୍ବଲପୁର ଜିଲ୍ଲା ଠେଲ କୋଇଲି ଥାନା ଅନତର୍ଗତ ଏନ ଏଲ ସି କମ୍ପାନୀ ର ବେଆଇନ ଗାଡି ପାର୍କିଂଙ୍ଗ ସମସ୍ୟା ର ସମାଧାନ ପାଇଁ ଠେଲ କୋଇଲି ଥାନା ରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପ୍ରଧାନ ଏବଂ ସମିତି ସଭ୍ୟ ଅନିତା ସିଂହ ସମେତ ଅଂଚଳ ର ଜନସାଧାରଣ ସହ ଗାଡି ସମସ୍ୟା ର ସମାଧାନ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି |ପ୍ରତିଦିନ ରାଜ୍ୟ ରାଜପଥ ରେ ସହ ସହ ବଡ଼ ବଡ଼ ଗାଡି ଛିଡା ହେଉଛି ଏବଂ ସବୁ ଜାଣି ଶୁଣି ପ୍ରଶାସନ ଏବଂ ପୋଲିସ କେହି ଏହାର କର୍ଣ୍ଣ ପାତ କରୁ ନ ଥିବାରୁ ଶେଷରେ ବାଧ୍ୟ ହୋଇ ଜନସାଧାରଣ ଠେଲାକୋଳି ଥାନା ସମ୍ମୁଖରେ ଧାରଣା ରେ ବସିଛନ୍ତି ଅଂଚଳ ର ଗ୍ରାମ ବାସି |

ରେଙ୍ଗାଲିରୁ ଜଗନାଥ ମେହେରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *