ଗାଦି ଛାଡ଼ିବେନି ଗୋଟାବାୟା

ଶ୍ରୀଲଙ୍କା ର ଯେଉ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ତାହା କହିବା ବହୁତ କଷ୍ଟକର। ଏପରି ସ୍ଥିତି ରେ ଗତ କିଛି ଦିନ ପୂର୍ବେ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ।କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ପାର୍ଲିଆମେଣ୍ଟ ରେ ସଂଖ୍ୟାଗରିଷ୍ଠତା ହରାଇବା ସତ୍ତ୍ୱ  କ୍ଷମତା ହଟିବେ ନାହିଁ ବୋଲି ମତ ରଖିଛନ୍ତି। ଗୋଟା ବାୟା ଙ୍କ ଇସ୍ତଫା ନେଇ ବିରୋଧି ପାର୍ଲିଆମେଣ୍ଟ ରେ ଦାବି ଉଠାଇଥିବା ରାଷ୍ଟ୍ରପତି କ୍ଷମତା ରହି ଏହି ସମସ୍ୟା କୁ ସାମ୍ନା କରିବେ ବୋଲି ଫର୍ଣାଡୋ କହିଛନ୍ତି। ଆର୍ଥିକ ବ୍ୟବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କା ରେ ମୁଦ୍ରା ସ୍ଫିତ ବହୁମାତ୍ରା ରେ ବୁଦ୍ଧି ପାଇଛି। ସରକାର ଙ୍କ ବିରୋଧରେ ଲୋକେ ରାଜରାସ୍ତା ରେ ଆନ୍ଦୋଳନ ଚଳାଇଛନ୍ତି। ଏପଟେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଯୋଗୁଁ 36 ଘଣ୍ଟିଆ କର୍ଫ୍ୟ ଜାରି ହୋଇଛି।

Leave a Reply

Your email address will not be published. Required fields are marked *