ଗୁଟ୍‌ଖା କାରଖାନାରେ ରେଡ୍

ବ୍ରହ୍ମପୁର: ବେଆଇନ୍ ଗୁଟ୍‌ଖା କାରଖାନାରେ ରେଡ୍, ୫ ଅଟକ।
ବାଉଁଶିଆପଲ୍ଲୀ ଗୁଟ୍‌ଖା କାରଖାନାରେ ସଦର ଥାନା ପୋଲିସର ରେଡ୍‌।
ବିପୁଳ ପରିମାଣର ଗୁଟ୍‌ଖା ପ୍ରସ୍ତୁତି ସାମଗ୍ରୀ ଜବତ କଲା ପୋଲିସ।

Leave a Reply

Your email address will not be published. Required fields are marked *