ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ୫ ଘଣ୍ଟା ଜେରା କଲା ଇଡି।

ବଢ଼ିଲା ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନ ବାଣର ଶିକାର ହେଲେ ତମନ୍ନା। ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ଜେରା କଲା ଇଡି। ମହାଦେବ ବେଟିଂ ଆପ୍‌ରେ ତମନ୍ନାଙ୍କ ନାଁ ଆସିବା ପରେ ଗୁରୁବାର ଗୌହାଟୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ତାଙ୍କୁ ଜେରା କରାଯାଇଛି।

Leave a Reply

Your email address will not be published. Required fields are marked *