“ଗୁହାଳ ନୁହେଁ ସେ ମରଣ ଯନ୍ତା “

ଫୋକସ ପ୍ଲସ(ନୟାଗଡ଼)୧୯/୦୮/୨୦୨୨: ଗୁହାଳ ନୁହେଁ ସେ ମରଣ ଯନ୍ତା , ଆମେ ଏଥି ମରଣ ଯନ୍ତା କହୁଛୁ,ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ନିକାନ୍ତସ୍ଥ ଭଗବତୀପ୍ରସାଦ ଗ୍ରାମ ର ଗ୍ରାମବାସୀ ନାରାୟଣ ନାୟକ ,ପିତା.-ହରି କୃଷ୍ଣ ନାୟକ .40 ରୁ 50 ଗାଈ ପାଳନ କରୁଛନ୍ତି . କିନ୍ତୁ ସେ ଗୋସେବା ନାଁ ରେ ଗାଈ ମାନଙ୍କ ଅତ୍ୟାଚାର କରୁଛନ୍ତି.
ଅତ୍ୟାଚାର କଥା ଆମେ କହୁନୁ ,ଆପଣ ମାନଙ୍କୁ ଯୋଉ ସ୍ପଷ୍ଟ ଚିତ୍ର ଦେଖାଉଛୁ ତାହା ଦେଖିଲେ ଆପଣ ନିହାତି ବୁଝି ପାରିବେ. କେବଳ ଗାଈ ମାନଙ୍କୁ ଅତ୍ୟାଚାର ନୁହେ ଗ୍ରାମ ରେ ବାସ କରୁଥିବା ସମସ୍ତ ଗ୍ରାମବାସି ମାନଙ୍କୁ ହଇରାଣ ହରତକ କରୁଛନ୍ତି ବୋଲି ଗ୍ରାମ ବସି ବୃନ୍ଦ ଅଭିଯୋଗ ଆଣିଛନ୍ତି. ତେବେ କଣ କହିଛନ୍ତି ଗ୍ରାମ ବସି ବୃନ୍ଦ ଆସନ୍ତୁ ଶୁଣିନେବା |

ପାଇଥିବା ସୂଚନ ଅନୁଯାଇ ଦୀର୍ଘ 15 ରୁ 16 ବର୍ଷ ହେବ ଗାଈ ରଖିଛନ୍ତି ନାରାୟଣ ନାୟକ .କିନ୍ତୁ ଅଭିଯୋଗ ଏହା ଯେ ସେ ଗାଈ ମାନଙ୍କ ମଳ ମୂତ୍ର କୁ ରାସ୍ତା ରେଛାଡିବା ସହ ଖୋଲା ଜାଗାରେ ଗାଈ ମାନଙ୍କୁ ବାନ୍ଧି ପରିବେଶ ଦୂଷିତ କରୁଛି . ଫଳରେ ଗ୍ରାମ ପରିସରରେ ଚଳିବା କଷ୍ଟ କର ବୋଲି ଅଭିଯୋଗ ଆଣିଛନ୍ତିଗ୍ରାମବାସୀ .ଏଥି ନେଇ ପୂର୍ବରୁ 2 ଥର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ବି ପୋଲିସ ବାବୁ ଙ୍କ ପାଖରେ ମାନିଯାଉଥିବା ନାରାୟଣ ନାୟକ ,କିଛି ଦିନ ପରେ ପୁଣି ସେଇ ଭଳି କାର୍ଯ୍ୟ କରେ. କିନ୍ତୁ ଏଠାରେ ଆକ୍ସନ MOOD ରେ ଗ୍ରାମ ବାସି . ଏଥର ଲିଖିତ ଅଭିଯୋଗ ପରେ.ଓଡଗାଁ ଗାଁ ଥାନା ASI ମନୋଜ ପାତ୍ରଙ୍କ ସହାର୍ଯ୍ୟ ରେ , ନାରାୟଣ ନାୟକ ଙ୍କୁ ଗ୍ରାମ ରୁ ଉଠାଇ ଆଣି ପୋଲିସ ନିଜ ହେପାଜତ ରେ ରଖିଛି |

ନୟାଗଡ଼ ରୁ କାଁହୁ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *