ଗୋଶାଳା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ |

ଅନୁଗୁଳ20/11/2023; ଅନୁଗୁଳ ଜିଲ୍ଲା ର ରନ୍ତଲେଇ ଠାରେ ଥିବା ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଆସନ୍ତା ନଭେମ୍ଭର ୨୦ ତାରିଖ ଦିନ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଗୋପାଷ୍ଟମୀ ମେଳା ର ଆୟୋଜନ କରାଯିବ | ଏହି ଗୋପାଷ୍ଟମୀ ମେଳା ର ଆୟୋଜନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଭାରତର ଉଜ୍ଜଳ ଭବିଷ୍ୟତ , ପବିତ୍ରତା , ଗୋ ମାତା ଦର୍ଶନ ଭଳି କାର୍ଯ୍ୟ ସର୍ବ ସାଧାରଣ କରିପାରିବେ | ଗୋପାଷ୍ଟମୀ ମେଳା ରେ ଗୋ ପୂଜନ , ହନୁମାନ ଚାଲିଶା ପାଠ, କମାଧେନୁ ଯଜ୍ଞ , ପ୍ରବଚନ ସଭା ଆଦି କାର୍ଯ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି | ଏହା ନଭେମ୍ବର୍ ୨୦ ତାରିଖ ପୂର୍ବାହ୍ନ ୯ ଘଟିକା ଠାରୁ ଆରମ୍ଭ ହୋଇ ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲୁରହିବ | ତେଣୁ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଅନୁଗୋଳ ର ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଛି କି ଏହି ପବିତ୍ର ଗୋପାଷ୍ଟମୀ ମେଳା ଆସି ଆମ ହିନ୍ଦୁ ଧର୍ମ ର ପରମ୍ପରା କୁ ପାଳନ କରିବା , ଗୋମାତା ପ୍ରତି ଶ୍ରଦ୍ଧା ଓ ଭକ୍ତି ଦେଇ ଗୋମାତା ଙ୍କ ଆଶୀର୍ବାଦ ଲାଭ କରନ୍ତୁ |

Leave a Reply

Your email address will not be published. Required fields are marked *