ଘେରିଲେ ASI ଅଫିସ।

ଫୋକସ ପ୍ଲସ(କୋଣାର୍କ)୨/୦୮/ ୨୦୨୨:କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଫଟୋ ଉଠାଇବା ପାଇଁ,କୋଣାର୍କ ମା ଭଗବତୀ ଫଟୋ ଗ୍ରାଫର୍ ର ୪୬ ଜଣ ଫଟୋ ଗ୍ରାଫରଙ୍କ ଠାରୁ ୫ ହଜାର ଟଙ୍କା ନେବା ସହ ପ୍ରତ୍ୟେକ ଫଟୋ ଗ୍ରାଫର ଶିକ୍ଷାଗତ ଯୋଗ୍ଯତା ଦଶମ ପାସ୍ କରିଥିବା ବେଳେ ସେମାନଙ୍କୁ ଶ୍ରୀକୃତୀ ପ୍ରମାଣ ପତ୍ର ପ୍ରଦାନ କରିବାକୁ ୨୦୧୭ ରେ ଏକ ଚିଠି କରିଥିଲେ। ୨ ବର୍ଷ କୋଭିଡ୍ ଯୋଗୁଁ ସୂର୍ଯ୍ୟ ମନ୍ଦିର ଭିତରେ ମାସକୁ ୪ଦିନ ଫଟୋଗ୍ରାଫି କରିବାକୁ ଅନୁମତି ପ୍ରଦାନ କରିଥିଲେ ASI। ପର ମୁହୁର୍ତ ରେ ASI ଏପର୍ଯ୍ୟନ୍ତ ଦେଲେ ନାହିଁ କୈଣସି ପ୍ରମାଣ ପତ୍ର କି ଛାଡିଲେ ନାହିଁ, ୪୬ ଜଣଙ୍କୁ ଅନୁମତି ଦେଲେ ନାହିଁ ଏକ ସମୟରେ ଫଟୋଗ୍ରାଫି କରିବା ପାଇଁ କୁହନ୍ତି। ମା ଭଗବତୀ ଫଟୋ ଗ୍ରାଫର୍, ଓ ଉପଦେଷ୍ଟା।

କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ ୩୫୦ ଫଟୋ ଗ୍ରାଫର ଧାରଣା ଦେବା ଆଜକୁ ୪୫ ଦିନ ଧାରଣାରେ ବସିବା ବେଳେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଦେଖା ଦେବା ଦୁରର କଥା କୋୖଣସି ଉତ୍ତର ରଖି ନାହାଁନ୍ତି, ସେପଟେ ASI କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମାତ୍ର ୧୦ଟି ଫଟୋ ଗ୍ରାଫର କୁ ଦେଖିବାକୁ ମିଳିଛି। ଏ ନେଇ ଏବେ ବଡ ବିବାଦରେ ଛନ୍ଦି ହୋଇ ଯାଇଛି। ଆମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଓ ASI ଅଧିକାରୀଙ୍କୁ ପଚାରିବାରୁ ଆମ କ୍ୟାମେରା ସମ୍ମୁଖରେ କୌଣସି ଉତ୍ତର ନ ରଖି ଦୈଡିଦୈଡି ଚାଲିଯିବା କୁ ନେଇ ଉଠିଛି ବଡ ପ୍ରଶ୍ନ

ଗୋଟିଏ ପଟେ ୩୫୦ ଫଟୋ ଗ୍ରାଫିର ଧାରଣା ଦେବା ୪୫ ଦିନରେ ପହଞ୍ଚିବା ବେଳେ ସେପଟେ ୪୬ ଜଣ ୫ ହଜାର ଟଙ୍କା ଦେଇ ପାଉନାହାନ୍ତି ନିଜ ଅଧିକାର ସବୁଠାରୁ ବଡ କଥା ଲୁଚୁଛନ୍ତି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଓ ASI ତୁରନ୍ତ ରାଜ୍ୟ ସରକାର ବା କେନ୍ଦ୍ର ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।
ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ଜିଲ୍ଲା କୋଣାର୍କ ପ୍ରତିନିଧି ଆଶିଷ ରଞ୍ଜନ ମିଶ୍ର

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *