ଚମ୍ପୁଆ ଏନଏସି ଫଳାଫଳ- ବିଜେଡି ର ବାଜିମାତ

ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି ବୋଲି ମତ ଦେଇଛନ୍ତି ।ବିଜେଡି କାଉନସିଲର ପ୍ରାର୍ଥୀ ୧୩ଟି ସହ ଅଧ୍ଯକ୍ଷ ପ୍ରାର୍ଥୀ ମଧ୍ୟ ବିଜେଡି ହାତକୁ ଯାଇଛି ।୧ନଂ ୱ ୲ର୍ଡଛତ୍ରପତି ନାଏକ, ୱ।ର୍ଡ ନଂ ୨ରଞ୍ଜିତା ନା ଏକ, ୱ ୲ର୍ଡ ନଂ ୩ ମହମ୍ମଦ ସାରିକ ରାସିଦ, ୱ ୲ର୍ଡ଼ ନଂ ୪ମହମ୍ମଦ ଇମରାନWord ନ୫ସାକିବ ସାର ୱ। ର, ୬ନଂ ଶ୍ରୀମତି ସୁମିତ୍ରା ବେହେରା, ୭ନଂ ଶ୍ରୀମତି ସାଗରିକା ନାଏକ, ୮ନଂ ସବିତା ଗାଗରାଇ,୯ନଂ ରମାକାନ୍ତ ଦେହୁରୀ, ୧୦ ନଂ ସତ୍ୟଜିତ ନାଏକ, ୧୧ନଂଦିପା ମଣି ଦେହୁରୀ, ୧୨ନଂ ରଶ୍ମିରେଖା ତପନ,୧୩ ନଂ ସୁନିତା ମହାକୁଡ ସମସ୍ତ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲାବେଳେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ମଧ୍ୟ ଗିରିଜା ଶଙ୍କର ସାହୁ ବିଜୟ ଲାଭ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ ହୋଇଛି। ବିଜେଡି ବିପୁଳ ବିଜୟକୁ ନେଇ ବିଜୟ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏ ଆର୍ଶୀବାଦର ଫଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତଥା ଚମ୍ପୁଆ ପୂର୍ବତନ ବିଧାୟକ ଓ ଜନପ୍ରିୟ ନେତା ସହ ଜଗତ ଜନନୀ ସେବା ଟ୍ରଷ୍ଟ ଅଧ୍ୟକ୍ଷ ସନାତନ ମହାକୁଡଙ୍କର ଅନ୍ୟ ପକ୍ଷରେ ଚମ୍ପୁଆ ଏନଏସି ଭୋଟର ମାନଙ୍କ ଆର୍ଶୀବାଦ ବୋଲି କହିଛନ୍ତି । ତେବେ ଚମ୍ପୁଆ ବାସୀଙ୍କର ଉନ୍ନତି ଦିଗରେ ମୋର ଲକ୍ଷ୍ୟ ନେଇ ମିଶି କାମ କରିବୁ ବୋଲି ପ୍ରକାଶ କରିଛନ୍ତି। ବିଜୟ ଘୋଷଣା ପରେ ଏକ ବିରାଟ ରାଲିରେ ଚମ୍ପୁଆ ବଜାର ତଥା ବିଭିନ୍ନ ୱ।ର୍ଡ ବୁଲି ଥିଲେ ।

Leave a Reply

Your email address will not be published. Required fields are marked *