ଚାଲିଥିଲା ଜାଲ ନୋଟ ର କରବାର

ଫୋକସ ପ୍ଲସ(ଆନନ୍ଦପୁର)୦୬/୦୯/୨୦୨୨: ଆନନ୍ଦପୁର ଥାନା କଣ୍ଟିପାଳ ଗ୍ରାମର ଦେହୁରୀ ସାହି ର ନେଉଳ ଦେହୁରୀ ଆଜି ସକାଳେ ନୀକଟସ୍ଥା ବିରିଡିହl ଛକ ନିକଟରେ ଥିବl କ୍ଷୀରୋଦ ପାନ ଦୋକାନରୁ ପାନ ସହିତ ଥଣ୍ଡା ଦୋକାନରୁ ଆଣି ପିଉଥିଲା, ଦୋକାନୀ ପଇସା ମାଗିବାରୁ ନେଉଳ ଦେହୁରୀ 11ହଜାର ଜାଲ ନୋଟ ବିଡା ରୁ ଖଣ୍ଡିଏ 100 ଟଙ୍କା ନୋଟ ଖୋଲି ଦେଲା, ଦୋକାନୀ ର ପିଲା ସେ ନୋଟ ଟିକୁ ନ ଦେଖି ଡ୍ର ରେ ରଖି ଦେଲା, ସଂଗେ ସଙ୍ଗେ ତାର ମାଲିକ ଦେଖି କହିଲା ଏହି ଜାଲ ନୋଟ ପଇସା କିଏଦେଇଛି,ଦେହୁରୀ ସାହିର ନେଉଳ ଦେହୁରୀ ନାମଟି କହିଲା, ସଙ୍ଗେ ସଙ୍ଗେ ଯାଇ ଦୋକାନର କିଛି ଦୂରରୁ ତାକୁ କାବୁ କଲେ, ଦୋକାନ ପାଖକୁ ଆଣି ତାକୁ ଶାର୍ଟ ପେଣ୍ଟ ରୁ ଖୋଜିଲେ ତାପାଖରୁ ବାହାରିଲା 100 ଟଙ୍କା 200 ଟଙ୍କା ମିଶେଇ 11 ହଜାର ଟଙ୍କା ଜାଲ ନୋଟ ବାହାରିଲା, ଏବଂ ପଚlରିଲେ ତୁ ଏ ପଇସା କଉଠୁ ଆଣିଲୁ, ପ୍ରତି ବଦଳରେ ଉତ୍ତର ଦେଲା ମୁଁ ଏହାକୁ ସେଲ କରୁଛି, ଯାଅ ମୋର କିଛି ହେବନାହିଁ, ଏହା ଶୁଣି ଆନନ୍ଦପୁର ପୋଲିସ କୁ ଖବର ଦେଲେ ପୋଲିସ ଆସି ନେଉଳ ଦେହୁରୀକୁ ଓ ପଇସା ସବୁ ଜବତ କରି ଥାନା କୁ ନେଲେ ଏପଟେ ଲୋକଙ୍କ ପତ୍ରିକିୟl ରହୁଛି, ଏ ହେଉଛି ବଡ ରାକେଟ ସହିତ ସମ୍ପର୍କ ରହିଛି ବୋଲି ଅନୁମାନ କରାଯାଉଛି, ଏ ଲୋକଙ୍କ ପାଖରେ ଜାଲ ନୋଟ ଆସିବ କଉଠୁ, ବୋଲି ଲୋକ ମନେ ସୂଚନା ଦେଇଛନ୍ତି |

ଆନନ୍ଦପୁର ରୁ ବିନୋଦ ଖଣ୍ଡl ଙ୍କ ରିପୋର୍ଟ ଫୋକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *