ଚାଷୀ ଝିଅ ଆଣିଲେ ଖୁସି

ଫୋକସ ପ୍ଲସ (ଡେରାବିଶ): ବାପା ଚାଷୀ ,ଚାଷ କରି ଉତ୍ପାଦିତ ପନିପରିବା ପାଖ ହାଟରେ ବିକ୍ରିକରୀ ପରିବାର ପ୍ରତିପୋଷଣ କରନ୍ତି | କିନ୍ତୁ ଝିଅ କେନ୍ଦ୍ରାପଡ଼ା ମାଟି ପାଈଁ ଗର୍ବ | ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଶବଳଙ୍ଗ ଗ୍ରାମର ହରପ୍ରିୟା ପୃଷ୍ଟି.ଚଳିତ ବର୍ଷ OCS ପରୀକ୍ଷା ରେ ସତର ତମ ସ୍ଥାନ ଅକ୍ତିଆର କରିଛନ୍ତି |ଦିନକୁ ଛ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ ସେ | ନିଜ ଧକ୍ଷତା ବଳ ରେ କେନ୍ଦ୍ରାପଡ଼ା ଜିଲାପାଳ ଙ୍କ କାର୍ଯ୍ୟlଳୟ ରେ ଆସିଷ୍ଟାଣ୍ଟ କଲେକ୍ଟର ଅଫିସ ଅଫ ଶବଲାଲେକ୍ଟର ” ରେ ଏକ ପୋଷ୍ଟ ରେ କାର୍ଯ୍ୟରତ ଅଛନ୍ତି |ଝିଅ ର ଏ ସଫଳତା ରେ ଚାଷୀ ମୁଲିଆ ବାପା ଆଖିରେ ଲୁହ ଝରି ଆସିଥିଲା | ଝିଅ ଆହୁରି ଆଗକୁ ଯାଇ ବାପା ମା ଙ୍କ ସ୍ୱପ୍ନ ପୂରଣ କରିବା ସହ ନିଜ ମାଟି ପାଈଁ ଗର୍ବ ଗୌରବ ଆଣିବେ ବୋଲି ଆଶାୟୀ ଅଛନ୍ତି ପରିବାର |ହରପ୍ରିୟା ନିଜ ସଫଳତା ର ଶ୍ରେୟ ଭଗବାନ ଓ ପରିବାର କୁ ଦେଇଛନ୍ତି |

ଡେରାବିଶ ବ୍ଲକ୍ରୁ ଜିବେନ୍ଦୁ ମଲ୍ଲିକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *