ଚିତ୍ରୋତ୍ପଳା ବଞ୍ଚାଓ ଅଭିଯାନ |

ପାଟକୁରା12/12/2023; ସୁଖୀ ଯାଉଛି ଚିତ୍ରୋତ୍ପଳା, ତେବେ ଚିତ୍ରୋତ୍ପଳା ର ଶୁଷ୍କତା ଓ ଶୁଖା ପଣ କୁ ରୋକିବାକୁ ନମାମି ଚିତ୍ରୋତ୍ପଳା ପକ୍ଷରୁ ଚିତ୍ରୋପଳା ବଞ୍ଚାଓ ଅଭିଯାନ ଆଜି ବିଶିଷ୍ଟ ସମାଜସେବୀ ଚିତ ରଞ୍ଜନ ସାହୁଙ୍କ ନେତୃତ୍ଵରେ ଗରଦପୁର ବ୍ଲକ ର ଧସନାପାରୀ ଠାରେ ଆରମ୍ବ ହୋଇଛି. ଆଉ ଥରେ ଚିତ୍ରୋତ୍ପଳା ନଦୀର ପୁନଃରୁଦ୍ଧାର କରି ଚିତ୍ରୋତ୍ପଳା କୁ ଖରସ୍ରୋତା କରିବା ପାଇଁ ପାଟକୁରା ଅଞ୍ଚଳ ର ଅନେକ ସମାଜ ସେବି ଆଗେଇ ଆସିଛନ୍ତି ଆଜି ର ଏହି କାର୍ଯ୍ୟକ୍ରମ ରେ ଏହି ଅଭିଯାନ କୁ ଆଗକୁ ନେବା ପାଇଁ ଅଞ୍ଚଳ ର ଶତାବ୍ଦୀର ମହିଳା ପୁରୁଷ ସାମିଲ ହେବା ସହ ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଭଗବାନ ଜେନା ମନୋଜ ସ୍ଵାଇଁ ସୁବ୍ରତ ମିଶ୍ର ଅମିୟ ସାହୁ ନୟନ ବଲ୍ଲଭ ନାୟକ ପ୍ରମୁଖ ଯୋଗଦାନ କରି ପୂର୍ଣ୍ଣତୟା ଚିତ୍ରୋତ୍ପଳା ପୁନଃ ଉଦ୍ଧାର ପର୍ଯ୍ୟନ୍ତ ସଙ୍ଗରାମ ଜାରି ରହିବ ବୋଲି ମତ ରଖିଥିଲେ |

Leave a Reply

Your email address will not be published. Required fields are marked *