ଫୋକସ ପ୍ଲସ ୯/୬/୨୨ (ଖଲ୍ଲିକୋଟ): ଖଲ୍ଲିକୋଟ ତହସିଲ ଅଧୀନରେ ଥିବା ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ହୋଇ ଆସୁଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନର ନିଁର୍ଧେସ ପରେ ଖଲ୍ଲିକୋଟ ତହସିଲଦାର ରାଜ କିଶୋରେ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିଚାଳିତ ଏକ ଟିମ ଖଲ୍ଲିକୋଟ ଚିଲିକାର କଙ୍କାଇ ଅଂଚଳରେ ଦୀର୍ଘ ଦିନ ଧରି ବେଆଇନ ଚିଙ୍ଗୁଡ଼ି ଘେରି କରି ଦଖଲ ରେ ରହିଥିବା ୫୩ ଏକର ପରିମିତ ଚିଳିକା କୁ ଘେରିମୁକ୍ତ କରିଥିବା ଜଣ ପଡିଛି l ଏହି ଘେରିମୁକ୍ତ ଅଭିଯାନ ରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିମୟ ଦାଶ ଖଲ୍ଲିକୋଟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବାଲୁଗାଁ fisheri ଵିହଗା ରାମୁକା ଘେରି ଭଙ୍ଗାରେ ସହାୟତା କରିଥିଲେ l