ଜଣକର ମୁଣ୍ଡ ନେଲେ ଲାଲବାହିନୀ

ଫୋକସ ପ୍ଲସ(ବାଲିଗୁଡା): ଶ୍ରଦ୍ଧାଞ୍ଜଳି ଓ ବଳିଦାନ ପାଇଁ ଜଣକର ମୁଣ୍ଡ ନେଲେ ଲାଲବାହିନୀ।ବାଲିଗୁଡା ଟିକରବାଜୁ ଠାରେ ପୁଣି ଜଣଙ୍କ ମୁଣ୍ଡ ନେଲେ ଲାଲ ବାହନୀ,ଗତ ସପ୍ତାହରେ ସୁରକ୍ଷା ଯବାନ ଙ୍କ ଦ୍ୱାରା ନିହିତ କରିଥିବା ମହିଳା କ୍ୟାଡରର ମାଓବାଦୀ ପୋଏମପାଣ୍ଡ ଓରଫ,ଶାବିତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଲାଲବାହିନୀ,ଟିକରବାଜୁ ର ନୀଳକଣ୍ଠ କୁ ପୋଲିସ ଇନଫରମର ନିର୍ମମ ଭାବରେ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ଲାଲବାହିନୀ ।ଏବଂ ଆହୁରି ଟୁନା ସାହୁ ,ବବୁଲ ବାପି,ପାଟ୍ଟାମାସ୍କା ର ପାଟାଙ୍ଗିର ଜହନ ମାଝୀ, ଗୋସ୍କା ଅମସ ହରିଜନ,ମିତ୍ରା,ଜାମ୍ମୁଲି,ସଜୟ,ମହନଗିରି ସିଲିମାଝୀ ଖମନଖୋଲ,ଟିକରବାଜୁ, ଡାକା ପୋଲିସ ଖବର ଦାତା ଙ୍କୁ ସତକ୍ର ଘଣ୍ଟି ବ୍ୟାନର ମାଧ୍ୟମରେ ଜଣାଇଛନ୍ତି ଲାଲବାହିନୀ।ବର୍ତ୍ତମାନ ପର୍ଯ୍ୟନ୍ତ ପଡିଥିବା ସୂଚନା |

ବାଲିଗୁଡାରୁ ଜୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *