‘୨୭ ଜିଲ୍ଲାରେ ୨୩୪ ବ୍ଲକର ୭୬୬୭ ଗାଁରେ ଗ୍ରାମସଭା ହେବ’
ପେସା ଆଇନ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ: ମୋହନ
‘୧୬ ଆଶ୍ରମ ହାଇସ୍କୁଲ ଅପଗ୍ରେଡ ପାଇଁ ଖର୍ଚ୍ଚହେବ ୨୪୦ କୋଟି’
‘୪୨୬ ଆବାସିକ ସ୍କୁଲ ପାଇଁ ୮୫୨ କୋଟି ଖର୍ଚ୍ଚ ହେବ’
‘ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ପାଇଁ ୫୦ କୋଟି ବିନିଯୋଗ ହେବ’
‘୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଛି’