ଜମନକିରାରେ ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ |

ଜମନକିରା06/01/24; ସର୍ବ ଭାରତୀୟ ଡ୍ରାଇଭର ମହା ସଂଘର ଆହ୍ବାନ କ୍ରମେ ଜମନକିରା ବ୍ଲକରେ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ସ୍ତିଆରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ।ସହର ଉପକଣ୍ଠ ଜାତୀୟ ରାଜପଥ ଛକରେ ଡ୍ରାଇଭର ମାନେ ବିଭନ୍ନ ସ୍ଲୋଗାନ ଦେଇ ଦୁର୍ଘଟଣା ପାଇଁ ଡ୍ରାଇଭର ମାନଙ୍କ ବିରୋଧରେ ହୋଇଥିବା କେନ୍ଦ୍ରୀୟ ଆଇନ ବିରୋଧ ସ୍ଲୋଗାନ ଦେଇ ଏହି ଆଇନ ର ଉଚ୍ଛେଦ ଦାବି କରିଥିଲେ ।ଏହା ବ୍ୟତୀତ ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ପାଳନ କରୁ ନ ଥିବାରୁ ତୀବ୍ର ପ୍ରତିବାଦ କରିଥିଲେ ।ଏହି ଆନ୍ଦୋଳନ ସହ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମଧ୍ୟ ଧାରଣାରେ ସାମିଲ ହୋଇ ଦାବି ପ୍ରତି ସମର୍ଥନ କରିଥିଲେ ।‌

Leave a Reply

Your email address will not be published. Required fields are marked *