ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ଓଡ଼ିଶା ସରକାର।

ଆଗାମୀ ୩ ବର୍ଷ ‌ପାଇଁ ‌ଓଡ଼ିଶା ସରକାର ହେବେ ପ୍ରାୟୋଜକ। ଖୋ ଖୋ ପ୍ରାୟୋଜକ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ କୋଟି ଟଙ୍କା। ପୂର୍ବରୁ ରାଜ୍ୟ ସରକାର ଜାତୀୟ ହକିର ପ୍ରାୟୋଜକ ଅଛନ୍ତି।

ଜାତୀୟ ଖୋ ଖୋ ଟିମ୍‌କୁ ସ୍ପନସର୍‌ କରିବେ ସରକାର
୩ ବର୍ଷ ପାଇଁ ସ୍ପନସର୍ କରିବେ ରାଜ୍ୟ ସରକାର
ରାଜ୍ୟ ସରକାର ଖର୍ଚ୍ଚ କରିବେ ବର୍ଷକୁ ୫ କୋଟି
୩ ବର୍ଷରେ ୧୫ କୋଟି ଖର୍ଚ୍ଚ କରିବେ ସରକାର

Leave a Reply

Your email address will not be published. Required fields are marked *